Spread the love

ମୁମ୍ବାଇ: ବିଶ୍ୱ ବଜାରରେ ଅନୁକୂଳ ସ୍ଥିତି ଯୋଗୁ ଆଜି ଭାରତୀୟ ବଜାରରେ ସୁଫଳ ମିଳିଛି । ବୁଧବାର ସୂଚକାଙ୍କ ୨୮୪.୦୧ ପଏଣ୍ଟ ବୃଦ୍ଧି ପାଇ ୩୪,୧୦୯.୫୪ରେ ପହଞ୍ଚିଛି । ଦିନର ବ୍ୟବସାୟ ସମୟରେ ସୂଚକାଙ୍କ ୩୪,୪୮୮.୬୯ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏଚଡିଏଫସି ଟ୍ୱିନଓ, ଆଇସିଆଇସିଆଇ ବ୍ୟାଙ୍କ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସେୟାର କାରବାର ଭଲ ହୋଇଥିଲା । ସେହିପରି ନିଫଟି ୮୨.୪୫ ପଏଣ୍ଟ ବୃଦ୍ଧି ପାଇ ୧୦,୦୬୧.୫୫ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here