Spread the love

ମୁମ୍ବାଇ: ସରକାରୀ ସ୍ତରରେ କରୋନା ପ୍ରଭାବରୁ ଆର୍ଥିକ କାରବାରକୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରାଯିବା ପରେ ନିବେଶକାରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଆଜିର କାରବାରରେ ବ୍ୟାଙ୍କ ଗୁଡ଼ିକର ଅଂଶଧନ ଲାଭବାନ ହୋଇଛି । ଆଜି ବଜାର ଖୋଲିବା ପରେ ସୂଚକାଙ୍କ ଦିନରେ ସର୍ବାଧିକ ୩୩,୮୬୬.୬୩ ପଏଣ୍ଟରେ ପହଞ୍ଚିଥିଲା । ସୂଚକାଙ୍କ ମୋଟ ୫୨୨.୦୧ ପଏଣ୍ଟ ବୃଦ୍ଧି ପାଇଥିଲା । ସେହିପରି ନିଫଟି ୧୫୨.୯୫ ପଏଣ୍ଟ ବୃଦ୍ଧି ପାଇ ୯୯୭୯.୧୦ରେ ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here