Spread the love

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଲକଡାଉନର ୩ୟ ପର୍ଯ୍ୟାୟ ଶେଷ ହେବ ଆସନ୍ତା ୧୭ ତାରିଖରେ । ଏବେ ଦେଶବ୍ୟାପୀ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିବାରୁ ଲକଡାଉନ ପରେ କେଉଁଠି କଟକଣା ରହିବ ଓ କେଉଁଠୁ ହଟାଯିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ଏହି ବୈଠକ ପଞ୍ଚମ ହେବ ବୋଲି ଜଣା ପଡିଛି।

LEAVE A REPLY

Please enter your comment!
Please enter your name here