Spread the love

ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଭାଇ ବଳଭଦ୍ର ଓ ଭୋଉଣୀ ସୁଭଦ୍ରାଙ୍କର ମହା ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତଙ୍କ କୋଭିଡ଼-୧୯ ପରୀକ୍ଷା ସ୍ନାନ ପୂର୍ଣ୍ଣିମା ପରେ କରାଯିବା । ପୂର୍ବରୁ ରଥ ନିର୍ମାଣରେ ନୟୋଜିତ ସେବାୟତଙ୍କ କୋଭିଡ଼ ପରୀକ୍ଷା କରାଯାଇଥିବା ବେଳେ ଏବେ ମହାପ୍ରଭୂଙ୍କ ସେବାରେ ନିୟୋଜିତ ସେବାୟତଙ୍କ କୋଭିଡ଼ ପରୀକ୍ଷା ପର୍ଯାୟକ୍ରମେ କରାଯିିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here