Spread the love

ପୁରୀ: ଶ୍ରୀମନ୍ଦିର ସ୍ନାନ ମଣ୍ଡପର ଯାଞ୍ଚ କରିଛି ଏଏସଆଇ । ସ୍ନାନ ମଣ୍ଡପରେ ପରିବର୍ତ୍ତନ କରାଯାଇଥିବା ପଥରର ମଧ୍ୟ ଯାଞ୍ଚ କରାଯାଇଥିଲା । ଏଏସଆଇର ଅଧିକ୍ଷକ ଅରୁଣ ମଲ୍ଲିକ କହିଛନ୍ତି ଯେ ନାଟମଣ୍ଡପ ଓ ଜଗମୋହନର ମଧ୍ୟ ଯାଞ୍ଚ କରାଯାଇଥିଲା । ଜଗମୋହନର ସ୍ଥିତି ଠିକ ଅଛି । ରଥଯାତ୍ରା ସମୟରେ ଆବଶ୍ୟକ ରୁଟିନ ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ ।

LEAVE A REPLY

Please enter your comment!
Please enter your name here