Spread the love

ଭୁବନେଶ୍ୱର: ବି-ଟେକ ପାଠ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ନିମନ୍ତେ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ମଙ୍ଗବାରଠାରୁ ମଇ ୩୧ ପର୍ଯ୍ୟନ୍ତ ଅନଲାଇନାର ଆବେଦନ କରିହେବ । ଜୁନ ୫ ସୁଦ୍ଧା ଦେୟ ପ୍ରଦାନ କରାଯାଇ ପାରିବ । ମଇ ୧୭ ପରେ ସ୍ଥିତିକୁ ଦେଖି ଆଡମିଟ କାର୍ଡ ପ୍ରଦାନ ଓ ପରୀକ୍ଷା ତାରିଖ ସମ୍ପର୍କରେ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here