Spread the love

ବାରିପଦା: ରାସଗୋବିନ୍ଦ ପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁକୁଡା ହାଣ୍ଡି ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ହତ୍ୟା କରିଛି । ଏହି ହାତିଟି ଗାଁ ଭିତରକୁ ପସିଆସିଥିବା ବେଳେ ବୃଦ୍ଧ ଜଣକ ହାତୀର ସମ୍ନାରେ ପଡିଯାଇଥିଲେ, ଯାହାଦ୍ୱାରା ହାତିଟି ବୃଦ୍ଧ ବ୍ୟକ୍ତିଙ୍କୁ ଗୋଡରେ ଦଳିଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here