Spread the love

ଖୋର୍ଧା
ହାତୀ ଆକ୍ରମଣରେ ୩ ଭାଇ ଆହତ ହୋଇଛନ୍ତି । ଖୋର୍ଧା ଜିଲ୍ଲା ମଳିପଡା ଭଗବତୀ ମନ୍ଦିର ନିକଟରେ ହାତୀ ଏହି ତିନି ଭାଇଙ୍କୁ ଆକ୍ରମଣ କରିଛି । ଏହି ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here