Spread the love

ଭୁବନେଶ୍ୱର: ଜୁନ ୧ରୁ ଝରସୁଗୁଡ଼ାକୁ ଆଲାୟନ୍ସ ଏୟାରର ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ବିମାନ କୋଲକତାରୁ ଝାରସୁଗୁଡ଼ା ଆସିବ । ଝାରସୁଗୁଡ଼ାରୁ ଭୁବନେଶ୍ୱର ଆସି ପୁଣି ଝାରସୁଗୁଡ଼ା ଯାଇ ସେଠାରୁ କୋଳକତା ଫେରିବ ବୋଲି ଆଲାୟନ୍ସ ଏୟାରର ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥି କହିଛନ୍ତି ।

LEAVE A REPLY

Please enter your comment!
Please enter your name here