Spread the love

ନୂଆଦିଲ୍ଲୀ: ପ୍ଲାଜମା ଥେରାପି ଏବେ କରୋନା ରୋଗୀଙ୍କ ପାଇଁ ମହୌଷୋଧୀ ପାଲଟିଛି । ହିନ୍ଦୁମାନଙ୍କଠାରୁ ନିଆଯାଇଥିବା ରକ୍ତ ପ୍ଲାଜମାରେ ୧୨୯ ତବଲିିଘି ପୀଡ଼ିତ ମୁସଲମାନ୍ କରୋନା ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି । ତବଲିଗ ଜମାତର ମୁଖ୍ୟ ମୌଲାନା ସାଦ ଏକ ଅଡ଼ିଓ ଟେପରେ ମୁସଲମାନଙ୍କୁ ପ୍ଲାଜମା ଦାନ ଲାଗି ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମଧ୍ୟ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାଧାରଣ ଲୋକଙ୍କୁ ପ୍ଲାଜମା ଦାନ ଲାଗି ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here