Spread the love

ଭୁବନେଶ୍ୱର
ଖୋର୍ଧା ୧୬ନଂ ଜାତୀୟ ରାଜପଥ ବାଇପ।ସ ନିକଟରେ ଚଢଉ କରାଯାଇ ୧୦୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏହାର ଆନୂମାଲିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । କଟକ ଅବକାରୀ ଗୁଇନ୍ଦା ନିରୀକ୍ଷକ ଚନ୍ଦ୍ର ସାମଲ ଏହି ସୂଚନା ଦେଇ କହିଛନ୍ତି ଯେ ଲକଡାଉନ ସମୟରେ ବ୍ରାଉନସୁଗାର ଚୋରା ଚାଲାଣ ବୃଦ୍ଧି ପାଇଛି ଏବଂ ଏହାର ହୋମ ଡେଲିଭରି କରାଯାଉଥିବା ଅଭିଯୋଗ ହେଉଛି । ଆଜି ଖୋର୍ଧା ବାଇପାସ ନିକଟରେ ଚଢଉ କରି ବ୍ରାଉନସୁଗାର ଜବତ କରିିଛୁ ଏବଂ ଅଭିଯୁକ୍ତ ଜଟଣୀର ଏସକେ ସରିଫକୁ  ଗିରଫ କରାଯାଇଛି । ତାହା ପାଖରୁ ୧୨ ହଜାର ଟଙ୍କା, ଗୋଟିଏ ପିସ୍ତଲ ମଧ୍ୟ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here