Spread the love

ନୂଆଦିଲ୍ଲୀ: ଆସନ୍ତା ମଇ ୧୮ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ରେଳ ଭଳି କେତେକ ନିର୍ଦ୍ଦିଷ୍ଟ ରୁଟରେ ଘରୋଇ ବିମାନ ଚଳାଚଳ କରିବ । ସ୍ପାଇସ, ଇଣ୍ଡିଗୋ, ଏୟାର ଇଣ୍ଡିଆ, ଗୋ ଏୟାରର ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି । ଏଥିପାଇଁ ଶୀଘ୍ର ବୁକିଂ ଆରମ୍ଭ କରାଯିବ ।

LEAVE A REPLY

Please enter your comment!
Please enter your name here