Spread the love

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଏୟାର ଇଣ୍ଡିଆର ବିମାନ ଉଡ଼ାଣ କରିବ ବୋଲି ଘେ ।ଷଣା କରାଯାିଛି । ମଇ ୧୯ରୁ ଜୁନ ୭ ଯାଏ ଦେଶର କିଛି ନିର୍ଦ୍ଧିଷ୍ଟ ସହରକୁ ବିମାନ ଚଳାଚଳ କରିବ । ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ ବେଙ୍ଗାଲୁର ମଧ୍ୟରେ ଅଧିକ ବିମାନ ଚଳାଚଳ କରିବ । ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମୋଦନ ଲୋଡ଼ାଯାଇଛି । ଭୁବନେଶ୍ୱରରୁ ବେଙ୍ଗାଲୁର ମଧ୍ୟରେ ଗୋଟିଏ ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here