corona kit
Spread the love

ନୂଆଦିଲ୍ଲୀ: ଆଇ.ଆଇ.ଟି ହାଇଦ୍ରାବାଦ୍ ପକ୍ଷରୁ ଏଭଳି ଏକ କୋଭିଡ୍-୧୯ ପରିକ୍ଷା କିଟ୍ ପ୍ରସ୍ତୁତ କରାଯାଇଛ । ଯାହା ମାତ୍ର ୨୦ ମିନିଟ୍ ରେ ଫଳ ପ୍ରଦାନ କରିବ, ଏଭଲି ଦାବି ଆଇ.ଆଇ.ଟି ହାଇଦ୍ରାବାଦ୍ ପକ୍ଷରୁ କରାଯାଇଅଛି । ବର୍ତ୍ତମାନ କୋଭିଡ୍-୧୯ ର ପରିକ୍ଷା ଫଳ ଜାଣିବା ପାଇଁ ଅନୁନ୍ୟ ୨୪ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here