Spread the love

ଭୁବନେଶ୍ୱର : ଶ୍ରମିକମାନଙ୍କୁ ଘରେ ପହଞ୍ଚାଇବା ଲାଗି ଆସନ୍ତା ୧୦ ଦିନ ମଧ୍ୟରେ ୨୬ ଶହ ଟ୍ରେନ ଚାଲିବ ବୋଲି ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି । ବୋର୍ଡ଼ର ମୁଖ୍ୟ ବିନୋଦ ଯାଦବ ଏକ ସମ୍ବାଦିକ ସମ୍ମିନଳୀରେ କହିଛନ୍ତି ଯେ , ପ୍ରାୟ ୩୬ ଲକ୍ଷ ଲୋକଙ୍କୁ ଘରେ ପହଞ୍ଚାଇବା ଲାଗି ଏହି ଟ୍ରେନ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି । ଏଥିପାଇଁ ବୁକିଂ ଖୋଲାଥିବା ବେଳେ ଏଯାବତ ମାତ୍ର ୧୦ ପ୍ରତିଶତ ଆସନ ବୁକିଂ ହୋଇଛି ।

LEAVE A REPLY

Please enter your comment!
Please enter your name here