Spread the love

ୱାଶିଂଟନ: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ଲକ୍ଷ ୬୦ ହଜାର ୧୫୨ରେ ପହଞ୍ଚôଥିଲା ବେଳେ ମୃତ୍ୟୁ ସଂଖ୍ୟା ୨,୧୨,୦୫୬ରେ ପହଞ୍ଚଛି । ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ନିକଟବର୍ତ୍ତୀ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୫୬,୫୧୫ରେ ପହଞ୍ଚôଛି । ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୧୨୮ ଓ ମୃତ୍ୟୁ ସଂଖ୍ୟା ୨୩,୮୨୨, ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୯,୪୧୪ ଓ ମୃତ୍ୟୁ ସଂଖ୍ୟା ୨୬,୯୭୭, ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୬,୦୩୬ ଓ ମୃତ୍ୟୁସଂଖ୍ୟା ୨୩,୯୨୩, ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୭୫୮ ଓ ମୃତ୍ୟୁ ସଂଖ୍ୟା ୬,୧୩୬, ଇଂଲଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୩୫୩ ଓ ମୃତ୍ୟୁ ସଂଖ୍ୟା ୨୧,୦୯୨ରେ ପହଞ୍ଚଛି ।

LEAVE A REPLY

Please enter your comment!
Please enter your name here