Spread the love

ନୁଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୫ହଜାର ୩୭୨ରେ ପହଞ୍ଚôଛି । ଏହି ମହାମାରୀରେ ଏ ଯାବତ ମୋଟ ୧୧୫୨ଜଣଙ୍କର ପ୍ରାଣହାନୀ ଘଟିଥିଲା ବେଳେ ୯ହଜାର୬୪ ଜଣ ସ୍ୁସ୍ଥ ହୋଇଛନ୍ତି ।
ମୃତବ୍ୟକ୍ତିଙ୍କ ଆନ୍ଧ୍ରପ୍ରଦେଶର ୩୩ ଜଣ, ଆସାମର ୧, ବିହାରର ୨, ଦିଲ୍ଲୀର ୫୯, ଗୁଜରାଟର ୨୧୪, ହରିୟାଣାର ୩, ହିମାଚଳ ପ୍ରଦେଶର ୧, ଜମ୍ମୁ ଓ କଶ୍ମୀରର ୮, ଝାଡ଼ଖଣ୍ଡର ୩, କର୍ଣ୍ଣାଟକର ୨୨, କେରଳର ୪, ମଧ୍ୟପ୍ରଦେଶର ୧୩୭, ମହାରାଷ୍ଟ୍ରର ୪୫୯, ମେଘାଳୟର ୧, ଓଡ଼ିଶାର ୧, ପଞ୍ଜାବର ୧୯, ରାଜସ୍ଥାନର ୫୮, ତାମିଲନାଡୁର ୨୭, ତେଲେଙ୍ଗାନାର ୨୬, ଉତ୍ତରପ୍ରଦେଶର ୪୧ ଏବଂ ପଶ୍ଚିମବଙ୍ଗର ୩୩ ଜଣ ଅଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୩୩, ଆନ୍ଧ୍ରପ୍ରଦେଶର ୧୪୬୩, ଅରୁଣାଚଳ ପ୍ରଦେଶର ୧, ଆସାମର ୪୨, ବିହାରର ୪୨୬, ଚଣ୍ଡିଗଡ଼ର ୫୬, ଛତିଶଗଡ଼ର ୪୦, ଦିଲ୍ଲୀର ୩୫୧୫, ଗୋଆର ୭, ଗୁଜରାଟର ୪୩୯୫, ହରିୟାଣାର ୩୧୩, ହିମାଚଳ ପ୍ରଦେଶର ୪୦, ଜମ୍ମୁ ଓ କଶ୍ମୀରର ୬୧୪, ଝାଡ଼ଖଣ୍ଡର ୧୧୧, କର୍ଣ୍ଣାଟକର ୫୭୬, କେରଳର ୪୯୭, ଲଦାଖର ୨୨, ମଧ୍ୟପ୍ରଦେଶର ୨୭୧୯, ମହାରାଷ୍ଟ୍ରର ୧୦,୪୯୮, ମଣିପୁରର ୨, ମେଘାଳୟର ୧୨, ମିଜୋରାମର ୧, ଓଡ଼ିଶାର ୧୪୯, ପୁଦ୍ଦୁଚେରୀର ୮, ପଞ୍ଜାବର ୩୫୭, ରାଜସ୍ଥାନର ୨୫୮୪, ତାମିଲନାଡୁର ୨୩୨୩, ତେଲେଙ୍ଗାନାର ୧୦୩୯, ତ୍ରିପୁରାର ୨, ଉତ୍ତରାଖଣ୍ଡର ୫୭, ଉତ୍ତରପ୍ରଦେଶର ୨୨୮୧ ଓ ପଶ୍ଚିମବଙ୍ଗର ୭୯୫ ଅଛନ୍ତି ।

LEAVE A REPLY

Please enter your comment!
Please enter your name here