Spread the love

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ଅଟକି ରହିଥିôବା ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିôବା ସ୍ୱତନ୍ତ୍ର ଟ୍ରେନକୁ ୩ ଦିନ ପାଇଁ ବନ୍ଦ କରିବାକୁ ଓଡ଼ିାା ପକ୍ଷରୁ ଦାବି କରାଯାଇଛି । ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପାଇଁ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଅନୁରୋଧ କରିଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ମଇ ୧୮ରୁ ୨୧ ଯାଏ ଟ୍ରେନ ବନ୍ଦ ରାଖିବାକୁ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here