Spread the love

କଟକ
କଟକର ମର୍କତ ନଗର ଥାନା ଅଧିନରେ ଥିବା କାଠଯୋଡି ବିହାର ବସ୍ତିରେ ଜଣେ ନିର୍ଦୟୀ ମା’ ଦୁଷ୍ଟ ହେବାରୁ ନିଜ ଜନ୍ମ କଲା ୬ ବର୍ଷର ଝିଅକୁ ଚେଙ୍କ ଦେଇଛି । ଝିଅର ହାତ ଏବଂ ଗୋଡରେ ଚେଙ୍କ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ଚାଇଲ୍ଡ ଲାଇନ ଶିଶୁ କନ୍ୟାକୁ ଉଦ୍ଧାର କରି ଥାନାରେ ଏତଲା ଦେଇଛି ।

LEAVE A REPLY

Please enter your comment!
Please enter your name here