Spread the love

ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୩ଲକ୍ଷର ନିକଟବର୍ତ୍ତୀ ହୋଇଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ୪୪ ହଜାର ୧୯୮ରେ ପହଞ୍ଚିଥିଲା ବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୯ ହଜାର ୬୦୯ ରହିଛି । ଆମେରିକାରେ ସର୍ବାଧିକ ୧୩ ଲକ୍ଷ ୯ହଜାର ୫୪୧ ଜଣ ଆକ୍ରାନ୍ତ ହୋଇଥଲା ବେଳେ ୭୮ ହଜାର ୭୯୪ଜଣ ପ୍ରାଣ ହରାଇଛନ୍ତି । ସ୍ପେନରେ ୨,୨୩,୫୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୨୬,୪୭୮ ଜଣ ପ୍ରାଣ ହରାଇଛନ୍ତି । ଇଟାଲୀରେ ଯଥାକ୍ରମେ ୨,୧୮,୨୬୮ ଓ ୩୦,୩୯୫, ଇଂଲଣ୍ଡରେ ୨,୧୬,୫୨୬ ଓ ୩୧,୬୬୨, ଋଷରେ ୧,୦୯,୬୮୮ ଓ ୧,୯୧୫, ଫ୍ରାନ୍ସରେ ୧,୭୬,୭୮୨ ଓ ୨୬,୩୧୩ ରହିଛି ।

LEAVE A REPLY

Please enter your comment!
Please enter your name here