Spread the love

ନୂଆଦିଲ୍ଲୀ: ମେ ୩ (ରବିବାର) ପୂର୍ବାହ୍ନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୯୮୦ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୧,୩୦୧ ହୋଇଥିଲା ବେଳେ ୧୦,୬୩୨ ଜଣ ସୁସ୍ଥ ହୋଇଛନ୍ତି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୩୩ ଜଣ, ଆସାମର ୧, ବିହାରର ୪, ଦିଲ୍ଲୀର ୬୪, ଗୁଜରାଟର ୨୬୨, ହରିୟାଣାର ୪, ହିମାଚଳ ପ୍ରଦେଶର ୧, ଜମ୍ମୁ ଓ କଶ୍ମୀରର ୮, ଝାଡ଼ଖଣ୍ଡର ୩, କର୍ଣ୍ଣାଟକର ୨୫, କେରଳର ୪, ମଧ୍ୟପ୍ରଦେଶର ୧୫୧, ମହାରାଷ୍ଟ୍ରର ୫୨୧, ମେଘାଳୟର ୧, ଓଡ଼ିଶାର ୧, ପଞ୍ଜାବର ୨୦, ରାଜସ୍ଥାନରେ ୬୫, ତାମିଲନାଡୁର ୨୯, ତେଲେଙ୍ଗାନାର ୨୮, ଉତ୍ତରପ୍ରଦେଶର ୪୩ ଏବଂ ପଶ୍ଚମବଙ୍ଗର ୩୩ ଜଣ ଅଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୩୩, ଆନ୍ଧ୍ରପ୍ରଦେଶରେ ୧୫୨୫, ଅରୁଣାଚଳ ପ୍ରଦେଶରେ ୧, ଆସାମରେ ୪୩, ବିହାରରେ ୪୮୧, ଚଣ୍ଡିଗଡ଼ରେ ୮୮, ଛତିଶଗଡ଼ରେ ୪୩, ଦିଲ୍ଲୀରେ ୪୧୨୨, ଗୋଆରେ ୭, ଗୁଜରାଟରେ ୫୦୫୪, ହରିୟାଣାରେ ୩୬୦, ହିମାଚଳ ପ୍ରଦେଶରେ ୪୦, ଜମ୍ମୁ ଓ କଶ୍ମୀରରେ ୬୬୬, ଝାଡ଼ଖଣ୍ଡରେ ୧୧୫, କର୍ଣ୍ଣାଟକରେ ୬୦୧, କେରଳରେ ୪୯୯, ଲଦାଖରେ ୨୨, ମଧ୍ୟପ୍ରଦେଶରେ ୨୮୪୬, ମହାରାଷ୍ଟ୍ରରେ ୧୨୨୯୬, ମଣିପୁରରେ ୨, ମେଘାଳୟରେ ୧୨, ମିଜୋରାମରେ ୧, ଓଡ଼ିଶାରେ ୧୫୭, ପୁଦ୍ଦୁଚେରୀରେ ୮, ପଞ୍ଜାବରେ ୭୭୨, ରାଜସ୍ଥାନରେ ୨୭୭୦, ତାମିଲନାଡୁରେ ୨୭୫୭, ତେଲେଙ୍ଗାନାରେ ୧୦୬୩, ତ୍ରିପୁରାରେ ୪, ଉତ୍ତରାଖଣ୍ଡରେ ୫୯, ଉତ୍ତରପ୍ରଦେଶରେ ୨୪୮୭ ଓ ପଶ୍ଚିମବଙ୍ଗରେ ୯୨୨ ଅଛି ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୬), ଆନ୍ଧ୍ରପ୍ରଦେଶ (୪୪୧), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୧୦୭), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୬), ଦିଲ୍ଲୀ (୧୨୫୬), ଗୋଆ (୭), ଗୁଜରାଟ (୮୯୬), ହରିୟାଣା (୨୨୭), ହିମାଚଳ ପ୍ରଦେଶ (୩୩), ଜମ୍ମୁ ଓ କଶ୍ମୀର (୨୫୪), ଝାଡ଼ଖଣ୍ଡ (୨୨), କର୍ଣ୍ଣାଟକ (୨୭୧), କେରଳ (୪୦୦), ଲଦାଖ (୧୭), ମଧ୍ୟପ୍ରଦେଶ (୬୨୪), ମହାରାଷ୍ଟ୍ର (୨୦୦୦), ମଣିପୁର (୨), ଓଡ଼ିଶା (୫୬), ପୁଦ୍ଦୁଚେରୀ (୫), ପଞ୍ଜାବ (୧୧୨), ରାଜସ୍ଥାନ (୧୧୨୧), ତାମିଲନାଡୁ (୧୩୪୧), ତେଲେଙ୍ଗାନା (୪୫୮), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୬୮୯) ଓ ପଶ୍ଚିମବଙ୍ଗ (୧୫୧) ।

LEAVE A REPLY

Please enter your comment!
Please enter your name here