Spread the love

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ୫ ଜଣ ପାଇଲଟ ରବିବାର କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଦିଲ୍ଲୀ ଏୟାରପୋର୍ଟରେ ହଇଚଇ ସୃଷ୍ଟି ହୋଇଛି । ସମସ୍ତ ପାଇଲଟ୍ ଉଡ଼ାଣରେ ଯିବା ପୂର୍ବରୁ ସେମାନଙ୍କ ପରୀକ୍ଷା ରିପୋର୍ଟରେ କରୋନା ସଂକ୍ରମଣ ଥିବା ଜଣାପଡ଼ିଛି । ଏହି ସମସ୍ତ ପାଇଲଟ କାର୍ଗୋ ବା ମାଲବାହୀ ବିମାନ ନେଇ ନିକଟରେ ଚାଇନାରୁ ଫେରିଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଭିଡ଼-୧୯ ଡାକ୍ତରଖାନାରେ ଭତ୍ତର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here