Spread the love

ଭୁବନେଶ୍ୱର
ରାଜ୍ୟରେ ଆଜି ୭୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଯାଜପୁରର ୨୫,ଗଞ୍ଜାମର ୧୯, କଟକର ୯, ପୁରୀର ୮, ନୟାଗଡ ଏବଂ କେନ୍ଦ୍ରାପଡାର ୩ ଜଣ ଲେଖାଏଁ, କନ୍ଧମାଳ ଏବଂ ବଲାଙ୍ଗୀରର ୨ ଜଣ ଲେଖାଏଁ, କେନ୍ଦୁଝର , ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଧାର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହାକୁ ମିଶାଇ ରାଜ୍ୟର ୮୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here