Spread the love

ଭୁବନେଶ୍ୱର
ରାଜ୍ୟରେ ପୁଣି ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହତ କରୋନା ରୋଗୀଙ୍କ ସଂଖ୍ୟା୧୫୯୩ରେ ପହଞ୍ଚିଯାଇଛି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୧୦, ବାଲେଶ୍ୱରରେ ୨,ଖୋର୍ଧାର ୧୩, କଟକ ୧୧, ବଲାଙ୍ଗୀରର ୧୬,ନୟାଗଡର ୨,ଜଗତସିଂହପୁରର ୬,ସୁନ୍ଦରଗଡ ୨,ମୟୁରଭଞ୍ଜର ଜଣେ, ନୂଆପଡାର ୧୩ ଜଣ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଏବଂ ୨ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here