Spread the love

ନୂଆଦିଲ୍ଲୀ : ଲକ ଡାଉନ ସମୟରେ ପ୍ରବାସୀମାନଙ୍କୁ ଘରକୁ ପଠାଇବା ସମୟରେ ବିଭିନ୍ନ ଶ୍ରମିକ ସ୍ୱତନ୍ତ୍ର ରେଳଗାଡ଼ିରେ ମୋଟ ୮୦ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଭାରତୀୟ ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଏଯାବତ ୫୦ ଲକ୍ଷ ଲୋକଙ୍କୁ ରେଳ ଯୋଗେ ସେମାନଙ୍କ ଘରକୁ ପଠାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଦୀର୍ଘ ଦିନ ଧରି ବିଭିନ୍ନ ରୋଗରେ ପୀଡ଼ିତ ଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here