Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏମାନଙ୍କମ ମଧ୍ୟରେ ବାଲେଶ୍ୱରର ଜଣେ ୫୬ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ଜଣେ ୫୩ ବର୍ଷୀୟ ପୁରୁଷ, ଗଞ୍ଜାମର ୬୯,୫୨ ଓ ୩୭ ବର୍ଷୀୟ ପୁରୁଷ ଏଥିରେ ସାମିଲ ଅଛନ୍ତି । ଏହା ସହିତ କଳାହାଣ୍ଡିର ଜଣେ ୫୫ ବର୍ଷୀୟ ପୁରୁଷ, କୋରାପୁଟର ଜଣେ ୭୦ ବର୍ଷୀୟ ପୁରୁଷ, ନୟାଗଡର ଜଣେ ୫୫ ବର୍ଷୀୟ ପୁରୁଷ ଏବଂ ରାୟଗଡାର ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here