Spread the love

ନୂଆଦିଲ୍ଲୀ
ସାଇବର ଠକେଇ ମାମଲାରେ ଜଡିତ ୧୦ ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏମାନେ ଇ-କମର୍ସ ରିସେଲ ଆପ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟି ନେଉଥିଲେ । ସେମାନେ ଲୋକଙ୍କ ବିଶ୍ୱାସ ଜିତିବା ଲାଗି ନିଜକୁ ସେନା ତଥା ଅର୍ଧସାମିରିକ ବାହିନୀର ଯବାନ ଭାବେ ଉପସ୍ଥାପନ କରୁଥିଲେ । ସେମାନେ ଲୋକଙ୍କୁ ଠକିବା ଲାଗି ଜାଲ ପେଟିଅମ ସ୍କ୍ରିନସଟ ବ୍ୟବହାର କରୁଥିଲେ ଏବଂ ଲୋକଙ୍କୁ ଏହା ସ୍କାନ କରି ଟଙ୍କା ପଠାଇବାକୁ କହିଥିଲା । ଦିଲ୍ଲୀ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here