Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି । ଏହା ସହିତ କରୋନା ପରୀକ୍ଷା ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି । ଗତ କାଲି ସୁଦ୍ଧା ଦେଶରେ ୫୬୨୬୦୯୨୮ ସାମ୍ପୂଲ ପରୀକ୍ଷା ହୋଇଛି । ତେବେ ଗତ କାଲି କେବଳ ୧୦୭୧୭୦୨ ସାମ୍ପୁଲ ଟେଷ୍ଟ କରାଯାଇଛି । ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here