1212606617
Spread the love

ନୂଆଦିଲ୍ଲୀ
ଦେଶରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪୫୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୦୯୨ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୫୨୮୮୯ରେ ପହଞ୍ଚି ଯାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୭୨୭୪ ଛୁଇଁଛି । ଏବେ ୬୭୬୫୧୪ଟି ମାମଲା ସକ୍ରିୟ ଥିବାବୋଳେ ୨୦୩୭୮୭୦ ଜଣ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ତେବେ ଗୋଟିଏ ଦିନରେ ୬୦୦୯୧ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଉଛି । ଅପରପକ୍ଷେ ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ଗତ କାଲି ସୁଦ୍ଧା ୩୧୭୪୨୭୮୨ କରୋନା ଟେଷ୍ଟ କରାଯାଇଛି । ତେବେ ଗତ କାଲି କେବଳ ୮୦୧୫୧୮ ଟେଷ୍ଟ ହୋଇଛି । ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here