Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ କଳାହାଣ୍ଡିର ଜଣେ ୫୯ ବର୍ଷୀୟ ପୁରୁଷ, ଖୋର୍ଧାରୁ ୬୧ ଓ ୫୨ ବର୍ଷୀୟ ଦୁଇ ପୁରୁଷ, ମୟୁରଭଞ୍ଜରୁ ଜଣେ ୪୫ ବର୍ଷୀୟ ପୁରୁଷ । ସେହିପରି ପୁରୀରୁ ୪୫ ଓ ୮୦ ବର୍ଷୀୟ ଦୁଇ ପୁରୁଷ ଏବଂ ୭୦ ବର୍ଷୀୟ ଜଣେ ବୃଦ୍ଧା, ସମ୍ବଲପୁରରୁ ୬୨.୬୦ ଏବଂ ୬୫ ବର୍ଷୀୟ ୩ ବୃଦ୍ଧ, ସୁନ୍ଦରଗଡର ଜଣେ ୩୧ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here