Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୧୧ ଜଣ କରୋନ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ୩୫ ଏବଂ ୫୨ ବର୍ଷୀୟ ପୁରୁଷ, ବଲାଙ୍ଗୀରର ୭୦ ଏବଂ ୪୦ ବର୍ଷୀୟ ମହିଳା, କଟକରୁ ୫୬,୭୬,୬୮ ଏବଂ ୭୫ ବର୍ଷୀୟ ପୁରୁଷ ସାମିଲ ଅଛନ୍ତି । ଏହା ସହିତ କନ୍ଧମାଳରୁ ୬୦ ବର୍ଷୀୟ ବୃଦ୍ଧ, ନୟାଗଡର ୫୪ ବର୍ଷୀୟ ପୁରୁଷ ଏବଂ ମୟୁରଭଞ୍ଜର୫୮ ବର୍ଷୀୟ ପୁରୁଷଙ୍କ ମୃତ୍‌୍ୟୁ ହୋଇଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୫୩୭ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here