Spread the love

ସମ୍ବଲପୁର
ଏବେ ହୀରାକୁଦ ଡ୍ୟାମର ମୋଟ ୧୨ଟି ଗେଟ ଖୋଲା ରହିଛି । ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ଏବେ ଜଳସ୍ତର ୬୧୫.୪୧ ଫୁଟ ରହିଛିା ବର୍ତ୍ତମାନ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୦ ହଜାର୭୯ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଗେଟ ଏବଂ ବିଭିନ୍ନ କେନାଲ ଆଦି ମାଧ୍ୟମରେ ୧ ଲକ୍ଷ ୫୩ ହଜାର ୪୫୩ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

LEAVE A REPLY

Please enter your comment!
Please enter your name here