Spread the love

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ସକାଳ ୯ଟା ସୁଦ୍ଧା ଆଉ ୧୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରର ଓ ୬୮ ଜଣ ସ୍ଥାନୀୟ ସଂକ୍ରମିତ । ଗୋଟିଏ ସଙ୍ଗରୋଧ କେନ୍ଦ୍ରରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାଲିଆ ସାହିରୁ ୧୭, ୟୁନିଟ-୯ରୁ ୫, ଆଇଆରସି ଭିଲେଜରୁ ୪, ଗଙ୍ଗନଗର-ରିଜର୍ଭ ପୋଲିସ ଲାଇନ-ଶୈଳଶ୍ରୀ ବିହାର-ୟୁନିଟ-୮ ରୁ ୩ ଜଣ ଲେଖା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here