Spread the love

ସମ୍ବଲପୁର
ଆଇଆଇସି ମେହୁଲପାଲି ଜ୍ୟେସ୍ନା ବେହେରା ଏବଂ ତାଙ୍କ ଟିମକୁ ସଫଳତା ମିଳିଛି । ଏମାନେ ୨୪ ଘଣ୍ଟା ମଧ୍ୟରେ ଏକ ଡକାୟତି ଘଟମାର ପର୍ଦ୍ଦାଫାସ କରିଛନ୍ତି ଏବଂ ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ଡକାୟତି ହୋଇଥିବା ଟଙ୍କା ଏବଂ ଏଥିରେ ବ୍ୟବହୃତ ଗାଡି ଜବତ କରାଯାଇଛି । ସମ୍ବଲପୁର ଏସପି ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here