Spread the love

ଭୁବନେଶ୍ୱର
ଶନିବାର ବହୁ ପ୍ରତୀକ୍ଷୀତ +୨ କଳା ରେଜଲ୍ଟ ପ୍ରକାଶ ପାଇବ । ଅପରାହ୍ନ ୪ଟାରେ ସିଏଚଏସଇ କାର୍ଯ୍ୟାଳୟରେ ଏହାକୁ ପ୍ରକାଶ କରାଯିବ । ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଯୁକ୍ତ ୨ ବାଣିଜ୍ୟ ଏବଂ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ତେବେ କଳା ପରୀକ୍ଷା ଫଳକୁ ନେଇ ଛାତ୍ରାଛାତ୍ରୀଙ୍କ ଦ୍ୱନ୍ଦ ଏବେ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here