Spread the love

କେନ୍ଦୁଝର
ଚମ୍ପୁଆ ରେଞ୍ଜ ଜାମୁଦଳକ ଗ୍ରାମ ନିକଟ କାନପୁର ଡ୍ୟାମ କେନାଲରେ ଗତ କାଲି ରାତିରୁ ଫସି ରହିଥିବା ୨ ହାତୀଛୁଆଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ବୈତରଣୀ ନଦୀ ପଟରୁ ୨୨ ଟିକିଆ ହାତୀପଲ ଜାମୁଦଳକ ନିକଟକୁ ଆସୁଥିଲେ । ପୁନରୁଦ୍ଧାର କାମ ଚାଲୁଥିବାରୁ କେନାଲରେ ୨ଟି ହାତୀଛୁଆ ଫସି ରହିଥିଲେ । ହାତୀପଲଙ୍କ ଚିକ୍ରାର ଶୁଣି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ବହୁ ପ୍ରୟାସ କରିବା ପରେ ବନ ବିଭାଗ ୨ ହାତୀ ଛୁଆକୁ ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here