Spread the love

ଭୁବନେଶ୍ୱର
ଆଜି +୨ ବାଣିଜ୍ୟ ଫଳ ପ୍ରକାଶ ପାଇଛି । ଏଥିରେ ପାସ ହାର ୭୪.୯୫ ପ୍ରତିଶତ ରହିିଛି । ମୋଟ ୨୫୭୭୨ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ୧୯୩୧୮ ଜଣ ପାସ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୨୨୧୫ ପୁଅ ଏବଂ ୭୧୦୩ ଝିଅ ସାମିଲ ଅଛନ୍ତି । ପ୍ରଥମ ଶ୍ରେଣୀରେ ୬୬୧୦, ଦ୍ୱିତୀୟ ଶ୍ରେଣୀରେ ୪୨୫୯ ଜଣ ଏବଂ ତୃତୀୟ ଶ୍ରେଣୀରେ ୮୨୬୧ ଜଣ ପାସ କରିିଛନ୍ତି । ପାସ ହାରରେ ନୟାଗଡ ଜିଲ୍ଲା ଆଗରେ ରହିଛି । ସେହିପରି ଦେବଗଡ ଜିଲ୍ଲାରେ ସବୁଠାରୁ କମ ରେଜଲ୍ଟ ହୋଇଛି । ୨୯ଟି ଉଚ୍ଚ ମାଧ୍ୟମିକ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି ଏବଂ ୨ଟି ଉଚ୍ଚ ମାଧ୍ୟମିକ ସ୍କୁଲର କୌଣସି ପିଲା ପାସ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here