Spread the love

କେନ୍ଦ୍ରାପଡା
ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଏକ ଘରୋଇ ହସ୍ପିଟାଲର ଡାକ୍ତର ୨ ଭାଇ ଦେବାଶିଷ ସାହୁ ଏବଂ ଶିବାଶିଷ ସାହୁଙ୍କ ସମେତ ୮ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି ସମସ୍ତଙ୍କୁ ଟାଉନ ଥାନା ପୋଲିସ କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଜଣେ ରୋଗୀଙ୍କ ଚିକିତ୍ସା ଅବହେଳା ଅଭିଯୋଗ କରି ପାଟିତୁଣ୍ଡ ହୋଇଥିଲା । ପ୍ରଥମେ ନର୍ସିଂହୋମର କିଛି ୨ ଡାକ୍ତର ଏବଂ କର୍ମଚାରୀ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ପରେ ତଦନ୍ତ ପାଇଁ ଆସିଥିବା ପୋଲିସକୁ ମଧ୍ୟ ଆକ୍ରମଣ କରାଯାଇଥିଲ।।

LEAVE A REPLY

Please enter your comment!
Please enter your name here