Spread the love

ମୁମ୍ବାଇ
ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତିନୋଟି କେନ୍ଦ୍ରୀୟ ଏଜେନ୍ସି ସିବିଆଇ, ଇଡି ଏବଂ ଏନସିବି ଯାଞ୍ଚା କରୁଛନ୍ତିା ଏବେ ଏନସିବି ଆକ୍ସନ ମୋଡରେ ଆସିଛି । ସେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ୨ ଜଣଙ୍କୁ ଗିରଫ କରିଛି । ଏନସିବି ବାସିତ ପରିହାରକୁ ମୁମ୍ବାଇରୁ ଏବଂ ଜୈଦ ଭିଲିଟ୍ରାକୁ ବାନ୍ଦ୍ରାରୁ ଗିରଫ କରିଛି । ରିୟାଙ୍କ ସହଯୋଗୀ ସାମୁଏଲ ମିରଣ୍ଡାଙ୍କ ଲିଙ୍କରେ ଏମାନଙ୍କୁ ଗିରଫ କରିଛି । ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ସାମୁଏଲ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କ ଠାରୁ ଡ୍ରଗ୍ସ ଆଣିଥିଲା ।

LEAVE A REPLY

Please enter your comment!
Please enter your name here