Spread the love

ନୂଆଦିଲ୍ଲୀ
ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଖଲିସ୍ତାନା ଜିନ୍ଦାବାଦ ଫୋର୍ସର ଦୁଇ ସଦସ୍ୟଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ଏହି ଦୁଇ ଆତଙ୍କୀ ଇନ୍ଦ୍ରଜିତ ଗିଲ ଏବଂ ଜସପାଲ ସିଂହ ସ୍ୱାଧୀନତା ଦିବସ ଅବସରରେ ପଞ୍ଜାବ ମୋଗାର ଜିଲ୍ଲାପାଳଙ୍କ ଅଫିସରେ ଖଲିସ୍ତାନୀ ପତାକା ଉଡାଇ ଥିଲେ । ଏହା ସହିତ ସେମାନେ ନିଷିଦ୍ଧ ହୋଇଥିବା ସଂଗଠନ ଶିଖ ଫର ଜଷ୍ଟିସରେ ସାମିଲ ହୋଇଥିଲେ । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here