Green virus cells coronavirus 2019-nCov. Coronavirus helath crisis concept. 3D Rendering; Shutterstock ID 1669787626; Usage (Print, Web, Both): web; Issue Date: n/a; Comments: For web
Spread the love

ଗଞ୍ଜାମ
ରାଜ୍ୟର ଆଜି ଆଉ ୨ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ଦୁଇଜଣ ଯାକ ମହିଳା ଗଞ୍ଜାମ ଜିଲ୍ଲାର । ଜଣଙ୍କ ବୟସ ୪୮ ଏବଂ ଅନ୍ୟ ୩୯ ବର୍ଷୀୟ ମହିଳା ଜଣଙ୍କ କିଡନୀ ରୋଗରେ ପୀଡିତ ଥିଲେ । ଏହା ସହିତ ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏବେ ଗଞ୍ଜାମ ଜିଲ୍ଲାର କରୋନା ମୃତକଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here