Spread the love

ରାଉରକେଲା: ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିବା ଘଟଣାରେ ଆଜି ଜିଆରପିରେ କାର୍ଯ୍ୟରତ ୨ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ।ଝାରସୁଗୁଡାର କନେଷ୍ଟବଳ ଆଶ୍ରିତ ପ୍ରଧାନ ଓ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି ।ଡିଏସପିଙ୍କ ଗାଡିରେ ଗଞ୍ଜେଇ ଚାଳାଣ ବେଳେ ଉଭୟ ଧରାପଡିଥିଲେ ।

LEAVE A REPLY

Please enter your comment!
Please enter your name here