Spread the love

ଭୁୁବନେଶ୍ୱର
ଚଳିତ ମାସରେ +୨ କଳା,ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ବାଣିଜ୍ୟ ଏବଂ ବିଜ୍ଞାନ ଖାତା ଦେଖା ହୋଇସାରିିଛି । ଏବେ ଟାବୁଲେସନ ଚାଲିଛି, ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ ଘୋଷଣା କରାଯିବ । ସେହିପରି ଚଳିତ ମାସ ଶେଷ ସପ୍ତାହରେ +୨କଳା ଫଳ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here