Spread the love

ଶ୍ରୀନଗର
ଜାମ୍ମୁକାଶ୍ମୀରର ପୋଲିସକୁ ବଡ ସଫଳତା ମିଳିଛି । କୁପୱାଡାରୁ ଜୈସ-ଇ-ମହମ୍ମଦ(ଜେଇଏମ)ର ୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି । ଏହା ସହିତ ସେମାନଙ୍କ ଠାରୁ ୭ ଲକ୍ଷ ଟଙ୍କା ଜବତ କରାଯାଇଛି । ଏବେ ତଦନ୍ତ ଜାରି ରହିଛି । ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here