Spread the love

ଶ୍ରୀନଗର
ଜାମ୍ମକାଶ୍ମୀରରରୁ ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଜାମ୍ମୁକାଶ୍ମୀର ପୋଲିସ ଏବଂ ସେନାର ମିଳିତ କାର୍ଯ୍ୟାନୁଷ୍ଠାନରେ ଏହି ସଫଳତା ମିଳିଛିା ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଚୀନ ନିର୍ମିତ ୩ଟି ପିସ୍ତଲ, ୬ଟି ମାଗାଜିନ ୭୦ ପିସ୍ତଲ ରାଉଣ୍ଡ, ୧୧ଟି ହ୍ୟାଣ୍ଡ ଗ୍ରେନେଡ ଏବଂ ଆଇଇଡି ସମ୍ପର୍କିତ ଅନ୍ୟାନ୍ୟ ଉପକରଣ ସାମିଲ ରହିଛି । ସେମାନଙ୍କୁ ଜାମ୍ମୁର ମେଣ୍ଡାରରୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here