Spread the love

ଶ୍ରୀନଗର
ଜାମ୍ମୁକାଶ୍ମୀରରୁ ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଜଣ ଅଲ-ବଦର ସଂଗଠନ ସହ ଜଡିତ । ୬ ଲକ୍ଷ ଟଙ୍କାର ଟେରର ଫଣ୍ଡିଂ ସହ ଉଭୟଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ବିଭନ୍ନ ସାମଗ୍ରୀ ଜବତ ହୋଇଛି । ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here