Spread the love

ନୂଆଦିଲ୍ଲୀ
ଉତ୍ତର ପୂର୍ବ ଦିଲ୍ଲୀରୁ ବାବର ଖାଲସା ଇଣ୍ଟରନ୍ୟାସନାଲ(ବିକେଆଇ)ର ୩ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଦୀର୍ଘ ସମୟ ଧରି ଜାରି ରହିଥିବା ଗୁଳି ବିନିମୟ ପରେ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି । ସେମାନେ ପଞ୍ଜାବର କିଛି ମାମଲାରେ ୱାଣ୍ଟେଡ ରହିଥିଲେ । ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here