Spread the love

ରାୟଗଡା ,ରାୟଗଡା ଜିଲ୍ଲାର ୨୧୮ ଜେଲ ଅନ୍ତେବାସୀ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ଆଜି ରାୟଗଡା ଜିଲ୍ଲାପାଳ ପ୍ରମୋଦ ବେହେରା ସୂଚନା ଦେଇଛନ୍ତି । ରାୟଗଡା ସବଜେଲରୁ ୧୫୭ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ସବଜେଲରୁ ୬୧ ପଜେଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ଆଜି ରାୟଗଡା ଜିଲ୍ଲାରୁ ୪୯୫ ପଜେଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here