Spread the love

ନୂଆଦିଲ୍ଲୀ : ଆଜି ସଂସଦରେ ମୌସୁମି ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନରେ ପ୍ରଥମ ଦିନ ୨୪ ଜଣ ଲୋକସଭା ସାଂସଦଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି । ତେବେ ଅଧିବେସନରେ ପ୍ରାୟ ୨୦୦ ସଦସ୍ୟ ଲୋକସଭା ଚାମ୍ବରରେ ଉପସ୍ଥିତ ଥିଲେ । ସେଭଳି ପ୍ରାୟ ୩୦ ରୁ ଅଧିକ ସଦସ୍ୟ ମୁଖ୍ୟ ଚାମ୍ବର ଉପରେ ଅବସ୍ଥିତ ପରିଦର୍ଶକ ଗ୍ୟାଲେରୀରେ ବସିଥିଲେ।

LEAVE A REPLY

Please enter your comment!
Please enter your name here