Spread the love

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ମୋଟ ୨୫୪୬ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ମୋଟ ୫୯୪୭୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ଖୋର୍ଦ୍ଧାରୁ ୬୨୭ ଜଣ ସୁସ୍ଥ ହୋଇଥିବା ବେଳେ ଗଞାମରୁ ୨୬୬, ନୟାଗଡରୁ ୧୪୩, ପୁରୀ ରୁ ୧୪୧ , ରାୟଗଡାରୁ ୧୧୨, କୋରାପୁଟରୁ ୧୦୪ ,ଭଦ୍ରକରୁ ୯୯ ,କଟକରୁ ୯୮ ,ବୌଦ୍ଧରୁ ୮୭, ମାଲକାନଗିରି ୭୬, କେନ୍ଦ୍ରାପଡାରୁ ୭୪, କନ୍ଧମାଳ୭୩, ସୁନ୍ଦରଗଡ ରୁ ୭୩ , କଳାହାଣ୍ଡି ରୁ ୭୨ , ମୟୁରଭଞରୁ ୭୦ , ବାଲେଶ୍ବର ରୁ ୬୩, ନବରଙ୍ଗପୁର ରୁ ୪୪, ଗଜପତିରୁ ୪୨,ଯାଜପୁର ରୁ ୪୦ , କେନ୍ଦୁଝର ରୁ ୩୭ , ଅନୁଗୁଳରୁ ୩୨, ଜଗତସିଂହପୁର ରୁ ୩୨,ସମ୍ବଲପୁର ୩୨ ,ବରଗଡ ୨୯, ଢେଙ୍କାନାଳ ରୁ ୨୦, ସୋନପୁର ରୁ ୨୦ , ବଲାଙ୍ଗିର ରୁ ୧୮ , ଝାରସୁଗୁଡାରୁ ୧୭, ଦେଓଗଡରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here